ଥିରୁ ସି.ପି. ରାଧାକ୍ରିଷ୍ଣନ୍, ଉପରାଷ୍ଟ୍ରପତି
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି ଏବଂ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ଦିଗରେ ନିରନ୍ତର ଅଗ୍ରଗତି କରୁଛି। ମୁଁ ଆପଣଙ୍କ ଦୀର୍ଘ, ସୁସ୍ଥ ଏବଂ ମାତୃଭୂମିର ସେବାରେ ଉତ୍ସର୍ଗୀକୃତ ଜୀବନ କାମନା କରୁଛି।