''ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ନେତାଙ୍କୁ ପାଇଛୁ ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଗତ 3 ବର୍ଷରେ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ । ତାଙ୍କ ପଦକ୍ଷେପ ଯେପରି କି,ଜନଧନ ,ସ୍ୱଚ୍ଛ ଭାରତ ଏବଂ ମେକ ଇନ ଇଣ୍ଡିଆ ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କାମ କରିଛି ଏବଂ ଏଥିରୁ ଦେଶର ଉଜ୍ଵଳ ଭବିଷ୍ୟ ହେବ । ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି ।'' -ଦାଦା ବାସୱାନୀ