ଦୀପା ମଲ୍ଲିକ, ପାରା ଆଥଲେଟ୍
"ଚାଏ ପର ଚର୍ଚ୍ଚା" କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ମୋ ପାଇଁ ଏକ ଆନନ୍ଦଦାୟକ ସୁଯୋଗ ଥିଲା ଏବଂ ପ୍ରଧାନମନ୍ତ୍ରୀ ଆମ କଥାବାର୍ତ୍ତାର ପ୍ରତ୍ୟେକ ଶବ୍ଦକୁ ମନେ ପକାଇ ଆମ ମନର କଥା ଶୁଣିଥିଲେ ଏବଂ କହିଥିଲେ ଯେ ଆମେ ଅପାରଗତା ଅପେକ୍ଷା ସାମର୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ୍ ।