ଦୀପା ମଲ୍ଲିକ, ପାରା ଆଥଲେଟ୍
ଭିନ୍ନକ୍ଷମ ଶବ୍ଦ ପରିବର୍ତ୍ତେ ଦକ୍ଷତା ଉପରେ ଧ୍ୟାନ ଦେବା ଏବଂ ବିକଳାଙ୍ଗ ଶବ୍ଦ ପରିବର୍ତ୍ତେ ଭିନ୍ନକ୍ଷମ ଶବ୍ଦ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।