ନଜିବ୍ ରଜାକ୍, ପ୍ରଧାନମନ୍ତ୍ରୀ, ମାଲେସିଆ
ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଏହି  ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛନ୍ତି ଏବଂ ଶନିବାର ହୋଇଥିଲେ ସୁଦ୍ଧା ଏଥିପ୍ରତି ଏତେ ଅଧିକ ଗୁରୁତ୍ୱ ଏବଂ ପ୍ରାଥମିକତା ଦେଇଛନ୍ତି  ।