ଭାରତୀୟ ଅର୍ଥବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ସେ ଯେଉଁ ନିର୍ଭିକ ଏବଂ ସାହସିକ ପଦକ୍ଷେପ ନେଇଛନ୍ତି ସେଥିପାଇଁ ବିଶେଷ ଭାବେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସମ୍ମାନ ଜଣାଇବା ଲାଗି ଚାହୁଁଛି । ମୋର ବିଶ୍ୱାସ ଯେ ଆମେ ତାଙ୍କ ନେତୃତ୍ୱ ଠାରୁ ଅନେକ କିଛି ଶିକ୍ଷା ଲାଭ କରିପାରିବା ।