ଜଣେ ଭଲ ସଂସ୍କାରବାଦୀ ଭାବେ ମୁଁ ନିଶ୍ଚିତ ରୂପେ ଆପଣ(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ)ଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ସେପରି ସାହସ କରିପାରିଛନ୍ତି ଯାହାପାଇଁ ଅନ୍ୟମାନେ ହୁଏତ ଉଦ୍ୟମ କରିନଥାନ୍ତେ । ସଂସ୍କାରକୁ କାର୍ଯ୍ୟକାରୀ କରିବା ଲାଗି ଯଦି ଆପଣଙ୍କ ନିକଟରେ ଯଥେଷ୍ଟ ସାହସ ରହିଛି, ତା’ହେଲେ ଆପଣ ନିଶ୍ଚିତ ଏହାର ସୁଫଳ ପାଇବେ ।