ନଫ୍ତାଲି ବେନେଟ୍, ପ୍ରଧାନମନ୍ତ୍ରୀ ,ଇସ୍ରାଏଲ
"ଭାରତର ସଫଳ କୋଭିଡ-19 ଟିକାକରଣ ଅଭିଯାନର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ, ଯାହା ବର୍ତ୍ତମାନ ଭାରତୀୟ ଲୋକଙ୍କୁ 1 ବିଲିୟନରୁ ଅଧିକ ଟିକା ପ୍ରଦାନ କରିଛି । ଏହି ଜୀବନ ରକ୍ଷାକାରୀ ଟିକା ଆମ ସମସ୍ତଙ୍କୁ ବିଶ୍ୱ ମହାମାରୀକୁ ପରାସ୍ତ କରିବାରେ ସାହାଯ୍ୟ କରୁଛି ।