ନବନୀତ ମୁନୋତ ଏମଡି ଓ ସିଇଓ ,ଏଚଡିଏଫସି ଏଏମସି
କେନ୍ଦ୍ର ବଜେଟ୍ ରେ ବିତ୍ତୀୟ ସଚେତନତା ଏବଂ ଅଭିବୃଦ୍ଧି ପ୍ରୋତ୍ସାହନ ମଧ୍ୟରେ ଏକ ଉତ୍ତମ ସନ୍ତୁଳନ ରକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବଜେଟରେ ନିରନ୍ତର ବିକାଶ, ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଏବଂ ସଚେତନତା ଜାରି ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।