ମୋର ହାର୍ଦ୍ଦିକ ଅଭିନନ୍ଦନ @narendramodi ,ଉଭୟ ଦେଶ ଏବଂ ଜନସାଧାରଣଙ୍କ ପାରସ୍ପରିକ ଲାଭ ପାଇଁ ଗଭୀର ସମ୍ପର୍କ, ଅଂଶୀଦାର ହିତ ଏବଂ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ଆଧାରିତ ସାଇପ୍ରସ-ଭାରତ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ଆପଣଙ୍କ ସହିତ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।