ସେ (ପ୍ରଧାନମନ୍ତ୍ରୀ ମୋଦୀ) ସକାଳ 8ଟାରେ କିଛି ବ୍ୟବସାୟୀଙ୍କ ସହ ଏକ କୋଠରୀରେ ଭାଷଣ ଦେଉଥିଲେ, ପୂର୍ବାହ୍ନ 11ଟାରେ କେଉଁଠି ଭାଷଣ ଦେଉଥିଲେ, ଅପରାହ୍ନ 4ଟାରେ ଅନ୍ୟ କିଛି କରୁଥିଲେ। ରାତି 8-9ଟା ବେଳକୁ ମୁଁ ଥକି ଯାଇଥିଲି, କିନ୍ତୁ ସେ ଇଜିପ୍ଟ ଯାଇ ପୁଣି ସେହି କାମ କରୁଥିଲେ। ତାଙ୍କ ଶକ୍ତି ଆଶ୍ଚର୍ଯ୍ୟଜନକ । ତାଙ୍କଠାରୁ ନିଶ୍ଚିତ ଭାବେ ବହୁତ କିଛି ଶିଖିବାର ଅଛି।