ପିଏମଏୱାଇ ସହରାଞ୍ଚଳ ଯୋଜନାରେ 3 କୋଟି ଘର ନିର୍ମାଣ ପାଇଁ 10 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହରୀ ବିକାଶ ପାଇଁ ଏକ ଦୃଢ଼ ଦୃଷ୍ଟିକୋଣକୁ ଦର୍ଶାଉଛି।