ପିଆର ଶ୍ରୀଜେଶ, ହକି ଖେଳାଳି ଓ ଅଲିମ୍ପିକ୍ ପଦକ ବିଜେତା
“ମୋ ପାଇଁ ଏହା ଗର୍ବର ବିଷୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ମୋତେ ପଚାରିଥିଲେ ଯେ ମୁଁ କାହିଁକି ଅବସର ନେଉଛି ଏବଂ ମୋତେ 'ଭାରତୀୟ ହକିର ପାଚେରି' ବୋଲି କହିଥିଲେ। ସାର୍, କ୍ରୀଡ଼ା ଏବଂ ଖେଳାଳିମାନଙ୍କୁ ଅତି ନିକଟରୁ ଦେଖନ୍ତି ଏବଂ ସେମାନଙ୍କୁ ସମର୍ଥନ କରନ୍ତି । ସେ ଆମ ପାଇଁ ଏକ ବଡ଼ ପ୍ରେରଣା।”