ପିଟର ଫିଆନା,ଚେକ୍ ରିପବ୍ଲିକ୍ ପ୍ରଧାନମନ୍ତ୍ରୀ
ସାଧାରଣ ନିର୍ବାଚନରେ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଜାନୁଆରୀରେ ଭାରତରେ ଆମର ସାକ୍ଷାତ ବିଷୟରେ ମୋର ଭଲ ସ୍ମୃତି ଅଛି ଏବଂ ମୁଁ ଆମର ନିରନ୍ତର ସହଯୋଗ ପାଇଁ ଅପେକ୍ଷା କରିଛି | ଭାରତ ଉଭୟ ଚେକ୍ ରିପବ୍ଲିକ ଏବଂ ୟୁରୋପୀୟ ସଂଘ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ।