ପିଟର ହାଣ୍ଟ୍ସମେନ, ହାଣ୍ଟ୍ସମେନ କର୍ପୋରେସନ ସଭାପତି/ସିଇଓ
ଏପରି ଏକ ସମୟରେ ଯେତେବେଳେ ବିଶ୍ୱ ନେତୃତ୍ୱରେ ସାମାନ୍ୟ ସ୍ଥିରତା ରହିଛି, ଆମେ ସେହି ସ୍ଥିରତା ଏଇଠି ପାଇଛୁ, ଭାରତରେ । ଏପରି ଏକ ସମୟ ଯେତେବେଳେ ସାରା ବିଶ୍ୱରେ ଅଧିକାଂଶ ନିଷ୍ପତ୍ତି ନେବା ସମୟରେ ସାହସର ଅଭାବ ରହୁଛି, ତାହା ଆମେ ଏଇଠି ପାଇଛୁ, ଭାରତରେ । ଏପରି ଏକ ସମୟରେ ଯେତେବେଳେ ନେତୃତ୍ୱ ନିମ୍ନରେ ରହିଛି, ଆମେ ଶୀର୍ଷ ନେତୃତ୍ୱ ଏଇଠି ପାଇଛୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରେ ।