“ସେ ଏକମାତ୍ର ପ୍ରଧାନମନ୍ତ୍ରୀ ଯେ କି କ୍ରୀଡ଼ା ବିଷୟରେ କହିଛନ୍ତି ଏବଂ ରାଷ୍ଟ୍ର ନିର୍ମାଣରେ ଏହାର ଗୁରୁତ୍ୱକୁ ବୁଝିଛନ୍ତି । ରିଓରେ ଆମର କ୍ରୀଡ଼ା ପ୍ରତିନିଧି ଦଳ ଥିବା ସମୟରେ ତାଙ୍କର ବାର୍ତ୍ତା ଏବଂ ଟ୍ୱିଟ୍ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ମହାନ ଉତ୍ସ ଥିଲା ।