ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’, ନେପାଳର ପ୍ରଧାନମନ୍ତ୍ରୀ
ଲୋକସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପି ଏବଂ ଏନଡିଏର ନିର୍ବାଚନୀ ସଫଳତା ପାଇଁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଅଭିନନ୍ଦନ। ଭାରତର ଜନସାଧାରଣଙ୍କ ଉତ୍ସାହଜନକ ଅଂଶଗ୍ରହଣରେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଅଭ୍ୟାସ ସଫଳ ଭାବରେ ସମ୍ପନ୍ନ ହୋଇଥିବାରୁ ଆମେ ଆନନ୍ଦିତ ।