ପେଡ୍ରୋ ସାଞ୍ଚେଜ୍, ସ୍ପେନର ପ୍ରଧାନମନ୍ତ୍ରୀ
ନିର୍ବାଚନରେ ବିଜୟ ପାଇଁ @narendramodi ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଭାରତ ହେଉଛି ସ୍ପେନର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏବଂ ଆମେ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛୁ । ଏହି ନୂତନ ଜନାଦେଶରେ ଆମେ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଜାରି ରଖିବୁ ।