ବଜେଟରେ ଗ୍ରାମୀଣ ଦୁର୍ଦ୍ଦଶା ଦୂର କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ସମର୍ଥନ କରିବା ଉଦ୍ଦେଶ୍ୟରେ କଲ୍ୟାଣକାରୀ ଯୋଜନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।