ପ୍ରବୀନ୍ଦ ଜଗନ୍ନାଥ, ପ୍ରଧାନମନ୍ତ୍ରୀ, ମରିସସ୍
ଜି-20 ରେ ଅତ୍ୟନ୍ତ ସଫଳ ଫଳାଫଳ ପାଇଁ ମୁଁ ଭାରତର ନେତୃତ୍ୱକୁ ପ୍ରଶଂସା କରୁଛି ଏବଂ ଏହି ଅସାଧାରଣ ସୁଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି।