ଭାରତର ସାଧାରଣ ନିର୍ବାଚନ ଫଳାଫଳ ପାଇଁ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। ଭବିଷ୍ୟତ ଏବଂ ଏହାର ଆହ୍ୱାନକୁ ଦୃଷ୍ଟିରେ ରଖି ଆମେ ଦୁଇ ଦେଶର ଅଧିକ ଲାଭ ପାଇଁ ଏକାଧିକ କ୍ଷେତ୍ରରେ ଆମର ରଣନୈତିକ ଭାଗିଦାରୀ ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ।