ପ୍ୟାଟ୍ରିସ୍ ଟାଲୋନ୍,ବେନିନର ରାଷ୍ଟ୍ରପତି
ସାଧାରଣ ନିର୍ବାଚନରେ ନୂତନ ବିଜୟ ପାଇଁ ମୁଁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଭାରତୀୟ ଜନତା ତାଙ୍କୁ ଯେଉଁ ମିଶନ ଦାୟିତ୍ୱ ଦେଇଛନ୍ତି ସେଥିରେ ମୁଁ ତାଙ୍କର ସଫଳତା କାମନା କରୁଛି ।