ଫାମ୍ ମିନ୍ହ ଚିନ୍ହ, ପ୍ରଧାନମନ୍ତ୍ରୀ , ଭିଏତନାମ
ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି, ଏକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଭୂମିକା ସହିତ ଶୀର୍ଷ ଶକ୍ତି ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ନିଜର ପରିଚୟ ସୃଷ୍ଟି କରିଛି । ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଭାରତୀୟ ଜନତାଙ୍କ ପାଇଁ ବହୁତ ସୁଫଳ ଆଣିଛନ୍ତି ।