ଭାରତକୁ ଅଭିନନ୍ଦନ ! ଏକ ସଫଳ ଜି-20 ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ । 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଶୀର୍ଷକରେ ଅଷ୍ଟ୍ରେଲିଆ ଭାରତର ଜି-20 ଅଧ୍ୟକ୍ଷତା ଏବଂ ଏହାର କାର୍ଯ୍ୟଭିତ୍ତିକ ଜି-20 ଏଜେଣ୍ଡାକୁ ସମର୍ଥନ କରିଛି।