ଭାରତୀୟ ମତଦାତାଙ୍କ ଠାରୁ ନୂତନ ଜନାଦେଶ ଜିତିଥିବାରୁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଗତ ଦଶନ୍ଧି ଭାରତକୁ ଫିଲିପାଇନ୍ସର ପ୍ରକୃତ ବନ୍ଧୁ ଭାବରେ ପ୍ରଦର୍ଶିତ କରିଛି ଏବଂ ମୁଁ ଆଗାମୀ ବର୍ଷଗୁଡ଼ିକରେ ଆମର ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ।