ବାବା କଲ୍ୟାଣୀ
“ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଣେ ଅସାଧାରଣ ନେତା ଯେକି କ୍ଷୁଦ୍ର ଅବଧି ମଧ୍ୟରେ ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଛାପ ଛାଡ଼ିପାରିଛନ୍ତି । ସେ ମଧ୍ୟ ଦେଶର ଅର୍ଥବ୍ୟବସ୍ଥାକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ କରିପାରିଛନ୍ତି  । ସାମଗ୍ରୀକ ଅଭିବୃଦ୍ଧି ପାଇଁ ତାଙ୍କର ଦୃଷ୍ଟିକୋଣ ଏକ ଉତ୍ତମ ଭବିଷ୍ୟତ ପାଇଁ ଆମର କୋଟି ଲୋକଙ୍କୁ ଆଶାଭରସା ଦେଇଛି  । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଆଦି ଦେଶକୁ ଦ୍ରୁତ ଏବଂ ନିୟନ୍ତ୍ରିତ ଅର୍ଥନୈତିକ ଏବଂ ଶିଳ୍ପଗତ ଅଭିବୃଦ୍ଧି ଦିଗରେ ନେଇଯିବ  ।”