ବିନ୍ଦେଶ୍ୱର ପାଠକ, ପ୍ରତିଷ୍ଠାତା – ସୁଲଭ ଇଣ୍ଟରନେସନାଲ
ମହାତ୍ମା ଗାନ୍ଧୀଙ୍କ ପରେ ଆଉ ଯଦି କେହି ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିଛନ୍ତି ଏବଂ ଦେଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁ ଦେଶକୁ ସେ ଯାଇଛନ୍ତି, ପ୍ରଧାନମନ୍ତ୍ରୀ ସେଠାରେ ସ୍ୱଚ୍ଛତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି  ।