“ଆପଣଙ୍କ କାର୍ଯ୍ୟକାଳର ପ୍ରଥମ ଦୁଇ ବର୍ଷ ମଧ୍ୟରେ ବହୁତ ଉପଲବ୍ଧୀ ମିଳିସାରିଛି । ଅବଶ୍ୟ, କେତେକ ଅସମ୍ପୂର୍ଣ୍ଣ କାର୍ଯ୍ୟ ରହିଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ, ଆପଣଙ୍କ ସରକାରରେ ବ୍ୟାପକତାର ସହ-ଦୁର୍ନୀତି ନିବାରଣ, ବ୍ୟବସାୟ କରିବାର ପରିବେଶକୁ ବ୍ୟାପକ କରିବା, ଭାରତର କାହାଣୀ ବିଦେଶରେ ଆଲୋଚନା ହେବ - ଭିନ୍ନ ଭାବେ କରିବାର ଆପଣଙ୍କ ପ୍ରତିଶ୍ରୁତି ଆପଣ ପୂରଣ କରିଛନ୍ତି ।”