ବିଲ୍ ଗେଟ୍ସ୍, ସହ ପ୍ରତିଷ୍ଠାତା, ମାଇକ୍ରୋସଫ୍ଟ
ଭାରତ ମାନବ ମଳ ବିରୋଧୀ ଲଢ଼େଇରେ ଜିତିବାରେ ଲାଗିଛି... ପ୍ରାୟ ତିନି ବର୍ଷ ପୂର୍ବେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସ୍ୱାସ୍ଥ୍ୟ ପ୍ରସଙ୍ଗରେ ଏକ ସାହସିକ ମନ୍ତବ୍ୟ ଦେଇଥିଲେ, ଯାହା ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ମୁଁ କେବେବି ଶୁଣିନଥିଲି... ମୁଁ ଭାବୁ ନାହିଁ ଯେ ଭବିଷ୍ୟତରେ କେବେ ଜଣେ ରାଷ୍ଟ୍ରୀୟ ନେତା ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଖୋଲାଖୋଲି ଏବଂ ସାଧାରଣରେ ଏପରି ବିବୃତି ଦେଇପାରିବ ।