ବିଲ୍ ଗେଟ୍ସ , ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ସମାଜସେବୀ
ଭାରତରେ ଉତ୍ପାଦିତ ଟିକା ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିଲା ଏବଂ ବିଶ୍ୱର ଅନ୍ୟ ରୋଗକୁ ରୋକିବାରେ ପ୍ରଭାବଶାଳୀ ଥିଲା ।