ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ବିଜୟୀ ହୋଇଥିବାରୁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। ସ୍ୱାସ୍ଥ୍ୟ, କୃଷି, ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ ଡିଜିଟାଲ ପରିବର୍ତନ ଭଳି କ୍ଷେତ୍ରରେ ବୈଶ୍ୱିକ ପ୍ରଗତି ପାଇଁ ଉଦ୍ଭାବନର ଉତ୍ସ ଭାବରେ ଆପଣ ଭାରତର ସ୍ଥିତିକୁ ସୁଦୃଢ଼ କରିଛନ୍ତି । ଭାରତ ଏବଂ ସମଗ୍ର ବିଶ୍ୱର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ନିରନ୍ତର ଭାଗିଦାରୀ ପାଇଁ ଆଶା କରୁଛି ।