200 କୋଟି ଟିକାକରଣର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। କୋଭିଡ-19 ର ପ୍ରଭାବକୁ ହ୍ରାସ କରିବା ପାଇଁ ଭାରତୀୟ ଟିକା ନିର୍ମାତା ଏବଂ ଭାରତ ସରକାରଙ୍କ ସହ ଆମର ନିରନ୍ତର ଭାଗିଦାରୀ ପାଇଁ ଆମେ କୃତଜ୍ଞ ।