ବିଲ ଗେଟ୍ସ ,ଅଧ୍ୟକ୍ଷ ,ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ
ଭାରତୀୟ ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା । ସ୍ୱାସ୍ଥ୍ୟ ,ପୋଷଣ ଏବଂ ବିକାଶରେ ସୁଧାର ପାଇଁ ଆପଣଙ୍କ ନିରନ୍ତର ପ୍ରତିବଦ୍ଧତା ଅନେକ ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ସୁଧାର ଆଣିବ ।