ବୀରେନ୍ଦ୍ର ସେୱାଗ ,ଭାରତୀୟ କ୍ରିକେଟର
ଭାରତ ବିଜୟ ଲାଭ କରିଛି । ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ନିଜର ଜନାଦେଶ ଦେଇଦେଇଛି । ଚମତ୍କାର ବିଜୟ ଲାଗି ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଶୁଭେଚ୍ଛା । ଆପଣଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅତି ଭଲ ହେଉ ଏବଂ ଆପଣଙ୍କ ନେତୃତ୍ୱରେ ଦେଶ ଅଧିକ ଶିଖରରେ ପହଞ୍ଚୁ । ଜୟ ହିନ୍ଦ୍ ।