ମୋ ବନ୍ଧୁ ନରେନ୍ଦ୍ର ମୋଦୀ ଆପଣଙ୍କ ପ୍ରଭାବଶାଳୀ ନିର୍ବାଚନ ବିଜୟ ଲାଗି ହାର୍ଦ୍ଧିକ ଅଭିନନ୍ଦନ । ଏହି ନିର୍ବାଚନ ବିଜୟର ଫଳାଫଳ ପୁଣିଥରେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରରେ ଆପଣଙ୍କ ନେତୃତ୍ୱକୁ ସାବ୍ୟସ୍ତ କରିଛି । ଆମେ ମିଳିତ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଘନିଷ୍ଠ ମିତ୍ରତାକୁ ମଜବୁତ କରିବା ଜାରି ରଖିବ । ବହୁତ ବଢ଼ିଆ ,ମୋ ବନ୍ଧୁ !