କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଭାରତ ଓ ଇସ୍ରାଏଲ ମଧ୍ୟରେ ବନ୍ଧୁତା ନୂଆ ଉଚ୍ଚତା ପଥେ ଅଗ୍ରସର ହେଉ ,ଏହା ମୋର କାମନା। ଅଭିନନ୍ଦନ!