“ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗର ଜଣେ ଉତ୍ସାହୀ ଚାମ୍ପିଅନ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ - ବ୍ୟାପକ ନିଯୁକ୍ତି, ଦୀର୍ଘସ୍ଥାୟୀ ଶକ୍ତି, ସ୍ମାର୍ଟ ଭିତ୍ତିଭୂମି ଏବଂ ଆମ ଯୁବପିଢ଼ିର ଦକ୍ଷତା ବୃଦ୍ଧି ଆଦି । ସେ, ଅବିରତ ଭାବେ ଏବଂ ପ୍ରଭାବୀ ଢଙ୍ଗରେ, ପରିବର୍ତ୍ତନର ବାର୍ତ୍ତା ଅନ୍ତର୍ଜାତୀୟ ସମୁଦାୟ ଏବଂ ଆମ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି ।”