ବେଣୁ ଶ୍ରୀନିବାସନ୍
“ସବସିଡି ବ୍ୟବସ୍ଥାର ଡିଜିଟାଲକରଣ ଏବଂ ରାଷ୍ଟ୍ରୀୟ ସମ୍ବଳ ଇ-ନିଲାମୀ ଭଳି ବ୍ୟବସ୍ଥା କରି ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଢଙ୍ଗରେ ଏସବୁ ବିଭାଗରେ ସ୍ଵଚ୍ଛତା ଓ ପାରଦର୍ଶୀତା ଆଣିପାରିଛନ୍ତି । ଅମଲାତନ୍ତ୍ର, ଆମର ବିକାଶ ପାଇଁ ଯାହାର ଦକ୍ଷତା ଗୁରୁତ୍ୱପୂଣ୍ଣ, ଅଧିକ ଉତ୍ତରଦାୟୀ ହୋଇଛି । ଏସବୁ ଏକ ଜାତୀୟ ଗୌରବର ନୂଆ ଭାବ ଆଣିଛି - ଯାହା ଏକବିଂଶ ଶତାବ୍ଦୀରେ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ପିଢ଼ିଗତ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଉଛି ।”