ଭାରତୀୟ ଗଣତନ୍ତ୍ରର ଶକ୍ତି ପ୍ରଦର୍ଶନ କରୁଥିବା ଏକ ଅସାଧାରଣ ଗଣତାନ୍ତ୍ରିକ ଅଭ୍ୟାସ ପାଇଁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଅଭିନନ୍ଦନ। ସ୍ୱିଜରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ବନ୍ଧୁତା ଆହୁରି ଗଭୀର ହେବ । ବାର୍ଗେନଷ୍ଟକ୍ ଶିଖର ସମ୍ମିଳନୀରେ ଭାରତକୁ ସ୍ୱାଗତ କରି ମୁଁ ଆନନ୍ଦିତ, ଯାହା ଗ୍ଲୋବାଲ ସାଉଥକୁ ସ୍ୱର ପ୍ରଦାନ କରିବ ।