ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଏକ ଗୌରବର ବିଷୟ ଥିଲା । ସେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା। ସେ ଏକ ବୃହତ ଭାରତ ପାଇଁ ତାଙ୍କର ସ୍ୱପ୍ନ ବାଣ୍ଟିଥିଲେ । ଆମେ ଏକ ଚମତ୍କାର କଥାବାର୍ତ୍ତା କରିଥିଲୁ, ମୋ ପାଇଁ ଏହା ଏକ ସ୍ୱପ୍ନ ସାକାର ହେବା ଭଳି ଥିଲା | ସେ ଦେଶ ପାଇଁ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ସେଥିପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଏକ ବୃହତ ଭାରତ ପାଇଁ ସେ ଯାହା କରୁଛନ୍ତି ତାହା ପ୍ରତ୍ୟେକ ଭାରତୀୟ ଅନୁସରଣ କରନ୍ତୁ ବୋଲି ମୁଁ କାମନା କରୁଛି।