ମୁଁ ଏହି ବିଷୟକୁ ନେଇ ସନ୍ତୁଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଭବିଷ୍ୟରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ କରିବେ । ଭାରତ ଏବଂ ରୁଷ ମଧ୍ୟରେ ବର୍ଷ ବର୍ଷରୁ ପ୍ରତିଟି କ୍ଷେତ୍ରରେ ମଜବୁତ ସମ୍ପର୍କ ରହିଆସିଛି ,ଏହା ଆଗକୁ ମଧ୍ୟ ଅବ୍ୟାହତ ରହିବ । ଦୁଇ ଦେଶ ପୁଣିଥରେ ଏକାସାହିତ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ଅଛି ।