ମନସୁଖ ମାଣ୍ଡଭିୟ, କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ, କଲ୍ୟାଣକାରୀ ଯୋଜନାଗୁଡ଼ିକ ସର୍ବଦା ଉତ୍ପାଦକତା ନିବେଶ ହୋଇଆସିଛି ଯାହାର ଲକ୍ଷ୍ୟ ସେମାନଙ୍କର ହିତାଧିକାରୀମାନଙ୍କୁ ସଶକ୍ତ କରିବା।