ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍, ରାଷ୍ଟ୍ରପତି, ୟୁଏଇ
ଭାରତରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀରେ ମୁଁ ଗଠନମୂଳକ ଆଲୋଚନା କରିଥିଲି ଏବଂ ୟୁଏଇର ବିଶ୍ୱାସକୁ ଦୋହରାଇଥିଲି ଯେ ମାନବିକତା ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ପାଇଁ ବିଶ୍ୱ ଏକାଠି ହେବା ଉଚିତ । ସମସ୍ତଙ୍କ ପାଇଁ ଏକ ସ୍ଥିର ଏବଂ ସ୍ଥାୟୀ ଭବିଷ୍ୟତ ହାସଲ କରିବା ଉଦ୍ଦେଶ୍ୟରେ ଆମେ ଅନ୍ତର୍ଜାତୀୟ ପ୍ରୟାସକୁ ସମର୍ଥନ ଜାରି ରଖିବୁ ।