ମହମ୍ମଦ ମୋଖାବର, ଇରାନ ରାଷ୍ଟ୍ରପତି
ନିକଟରେ ଭାରତୀୟ ନିର୍ବାଚନରେ ବିଜୟ ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଅଭିନନ୍ଦନ। ଆପଣଙ୍କ ନେତୃତ୍ୱରେ ଭାରତ ଇରାନର ପ୍ରମୁଖ ସହଯୋଗୀ ହୋଇପାରିଛି। ଦୁଇ ବନ୍ଧୁ ରାଷ୍ଟ୍ର ଇରାନ ଓ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଆଶା ରଖିଛୁ।