ପ୍ରଧାନମନ୍ତ୍ରୀ @narendramodi ଙ୍କୁ ତାଙ୍କର ଐତିହାସିକ ତୃତୀୟ ନିର୍ବାଚନ ପାଇଁ ଅଭିନନ୍ଦନ। ତାଙ୍କ ନେତୃତ୍ୱରେ ଭାରତ ନିଜର ଅର୍ଥନୈତିକ ଦକ୍ଷତା ବଜାୟ ରଖିବ ଏବଂ ଗତ ଦଶନ୍ଧି ମଧ୍ୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଆଗକୁ ବଢ଼ାଇବ ବୋଲି ଆମେ ବିଶ୍ୱାସ କରୁଛୁ। ଆମେ ପାରସ୍ପରିକ ଲାଭ ଏବଂ ସମୃଦ୍ଧି ପାଇଁ ସହଯୋଗର ସମସ୍ତ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆଶା ରଖିଛୁ ।