ମାଧୁରୀ ଦିକ୍ଷୀତ
“ତାହା ସ୍ୱାସ୍ଥ୍ୟ, ପରିମଳ, ଆର୍ଥିକ ଅନ୍ତର୍ଭୂକ୍ତିକରଣ କିମ୍ବା ଡିଜିଟାଲ୍ ସୁବିଧା ହେଉ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିବାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରଦାୟୀ ନେତୃତ୍ୱକୁ ମୁଁ ସମ୍ମାନ ଜଣାଉଛି । ବ୍ୟକ୍ତିଗତ ଗସ୍ତ, ରେଡିଓ ବାର୍ତ୍ତା କିମ୍ବା ସାମାଜିକ ଗଣମାଧ୍ୟମ ଜରିଆରେ ହେଉ ପ୍ରଧାନମନ୍ତ୍ରୀ ଯେଉଁ ଢଙ୍ଗରେ ଲୋକମାନଙ୍କ ସହିତ ଯୋଡ଼ି ହୋଇଥାନ୍ତି, ତା’ର ମଧ୍ୟ ମୁଁ ଜଣେ ପ୍ରଶଂସକ ।”