ମିଆ ମୋଟଲି,ବାର୍ବାଡୋସର ପ୍ରଧାନମନ୍ତ୍ରୀ
ଭାରତର ନିର୍ବାଚନରେ ବିଜୟଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଅଭିନନ୍ଦନ। ତାଙ୍କ ନେତୃତ୍ୱରେ ଭାରତ ବାର୍ବାଡୋସ୍ ଏବଂ କ୍ୟାରିବିଆନ୍ ଅଞ୍ଚଳର ଏକ ବିଶ୍ୱସ୍ତରୀୟ ନେତା ଏବଂ ଅଂଶୀଦାର ହୋଇପାରିଛି। ଆସନ୍ତୁ ମିଳିମିଶି ଆଗକୁ ବଢ଼ିବା!