ମିଲନ୍ ବୈଷ୍ଣବ, ସିନିୟର ଆସୋସିଏଟ୍, କାର୍ଣ୍ଣିଜ୍ ଏଣ୍ଡାଉମେଣ୍ଟ ଫର୍ ଇଣ୍ଟରନେସନାଲ୍ ପିସ୍
ଏହା ନିଃସନ୍ଦେହ ଯେ ମୋଦୀ ସରକାର ନିବେଶ ପରିବେଶର ସୁଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ପରିବର୍ତ୍ତନର ବେଗ ଅଭିବୃଦ୍ଧିଶୀଳ କିନ୍ତୁ ଗତି ଏବେ ସଠିକ୍ ଦିଗରେ ରହିଥିବା ପ୍ରତୀୟମାନ ହେଉଛି । ତେଣୁ, ଏଥିପାଇଁ ଭାରତ ସରକାର ନିଶ୍ଚିତଭାବେ ପ୍ରଶଂସାର ପାତ୍ର ।