ମୁକେଶ ଅମ୍ବାନୀ, ଅଧ୍ୟକ୍ଷ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍
ଆପଣଙ୍କ (ପ୍ରଧାନମନ୍ତ୍ରୀ ମୋଦୀଙ୍କ) ଦୂରଦୃଷ୍ଟି ଯୋଗୁଁ ଆଞ୍ଚଳିକ ଅସନ୍ତୁଳନ ଦ୍ରୁତ ଗତିରେ ଲୋପ ପାଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଉତ୍ତରପ୍ରଦେଶ । ସହରାଞ୍ଚଳ ଭାରତ ଏବଂ ଗ୍ରାମାଞ୍ଚଳ ଭାରତ ମଧ୍ୟରେ ଥିବା ଦୂରତା ମଧ୍ୟ କମିବାରେ ଲାଗିଛି।