ସର୍ବକାଳୀନ ସର୍ବବୃହତ ଗଣତାନ୍ତ୍ରିକ ନିର୍ବାଚନ ଜିତିଥିବାରୁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଅଭିନନ୍ଦନ। ମୁଁ ଆମର ସବୁଜ ରଣନୈତିକ ଭାଗିଦାରୀ ସମେତ ଆମର ଦୃଢ଼ ସହଯୋଗ ଜାରି ରଖିବାକୁ ଚାହୁଁଛି । ଡେନମାର୍କ ଭାରତର ସବୁଜ ରୂପାନ୍ତରଣ ପାଇଁ ଆପଣଙ୍କ ମହତ୍ୱାକାଂକ୍ଷୀ ଲକ୍ଷ୍ୟକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି ।